#Local

ବସ୍ ଉପରେ ଭାଙ୍ଗି ପଡ଼ିଲା ବିଶାଳ ଗଛ , ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

କନକ ବ୍ୟୁରୋ : ବାଲେଶ୍ବର ସହରରେ ଅଧ ରାତିରେ କାଳବୈଶାଖୀ । ପ୍ରବଳ ବର୍ଷା ପବନରେ ସହରର ବିଭିନ୍ନ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହେଇଯାଇଥିଲା । ରାସ୍ତାରେ ଯାଉଥିବା ସମୟରେ ବିର୍ଲା ଟାୟାର ସାମ୍ନାରେ ଏକ ବସ୍ ଉପରେ ଗଛ ଭାଙ୍ଗି ପଡ଼ିଥିଲା ।

ଅଧିକ ପଢ଼ନ୍ତୁ : ଆଶ୍ୱସ୍ତି ଆଣିବ କାଳବୈଶାଖୀ, ଆଗାମୀ ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ସୌଭାଗ୍ୟ ବଶତଃ ବସରେ କେହି ନ ଥିଲେ । ସେଥିପାଇଁ କାହାରି କୌଣସି କ୍ଷତି ହୋଇ ନାହିଁ । ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର । ବସ୍‌ଟି କାମ ହେଇ ଫେରୁଥିଲା । ତେବେ ବସଟି ରାସ୍ତା ଉପରେ ଅଟକି ଥିବାରୁ ଦୀର୍ଘ ସମୟ ଧରି ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । 

ବସ୍ ଉପରେ ଭାଙ୍ଗି ପଡ଼ିଲା ବିଶାଳ ଗଛ , ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

Salman Khan’s ‘alone and lonely’ cryptic post

Leave a comment

Your email address will not be published. Required fields are marked *