#Local

କଙ୍ଗୋରେ ଇବୋଲା ସଂକ୍ରମଣରେ ୮୦ ମୃତ ; ରକ୍ତ, ବାନ୍ତି, ଲାଳ ଦ୍ବାରା ବ୍ୟାପୁଛି ଭୂତାଣୁ

କନକ ବ୍ୟୁରୋ: କଙ୍ଗୋରେ ଇବୋଲା ସଂକ୍ରମଣରେ ୮୦ ମୃତ । କଙ୍ଗୋର ପୂର୍ବ ଇଟୁରି ପ୍ରଦେଶରେ ଇବୋଲା ସଂକ୍ରମଣରେ ୮୦ ଜଣଙ୍କର ମୃତ୍ୟୁ ହୋଇଥିବା ଦେଶର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ।  ପରୀକ୍ଷିତ ନମୁନାରେ  ଇବୋଲା ଭାଇରସର  ଆଠଟି ମାମଲା ନିଶ୍ଚିତ ହୋଇଛି । ଇବୋଲା ସଂକ୍ରମିତ ବ୍ୟକ୍ତିଙ୍କ ଶରୀର ରକ୍ତ, ବାନ୍ତି, ଲାଳ ସହିତ ସିଧାସଳଖ ସଂସ୍ପର୍ଶରେ ଆସିବା ଦ୍ବାରା ଏହା ସୁସ୍ଥ ଲୋକଙ୍କୁ ବ୍ୟାପିଥାଏ ।

ଅଧିକ ପଢ଼ନ୍ତୁ: ଭାରତରେ ଜବତ ଜିହାଦୀ ଡ୍ରଗ୍ସ ; ଜବତ ଟାବଲେଟ୍ ମୂଲ୍ୟ ୧୮୨ କୋଟି

ଏହା କରୋନା ପରି ବାୟୁବାହିତ ନୁହେଁ।  ଏହି ଭାଇରସର ୨୪୬ ଜଣ ସନ୍ଦିଗ୍ଧ ମାମଲା ସାମ୍ନାକୁ ଆସିଛି । ସରକାର କହିଛନ୍ତି, ଜନସ୍ୱାସ୍ଥ୍ୟ ଜରୁରିକାଳୀନ ଅପରେସନ୍ କେନ୍ଦ୍ରକୁ ସକ୍ରିୟ କରାଯାଇଛି  । ସୀମାପାର ଉପରେ ନଜର ରଖିବା ସହ ପ୍ରସ୍ତୁତି ମୁକାବିଲା  ପାଇଁ କଙ୍ଗୋ, ଉଗାଣ୍ଡା, ଦକ୍ଷିଣ ସୁଦାନ ଏବଂ ବିଶ୍ୱ ଅଂଶୀଦାରମାନଙ୍କ ସହିତ ଏକ ଜରୁରୀ ବୈଠକ ଡକାଯାଇଛି। ୧୯୭୬ ମସିହାରେ କଙ୍ଗୋରେ ପ୍ରଥମ ଥର ପାଇଁ ଇବୋଲା ଚିହ୍ନଟ ହେବା ପରଠାରୁ ଏହା ୧୭ତମ ସଂକ୍ରମଣ ଘଟଣା ।

କଙ୍ଗୋରେ ଇବୋଲା ସଂକ୍ରମଣରେ ୮୦ ମୃତ ;  ରକ୍ତ, ବାନ୍ତି, ଲାଳ  ଦ୍ବାରା ବ୍ୟାପୁଛି ଭୂତାଣୁ

Odisha Parents Endure 22 Years Of Pain

କଙ୍ଗୋରେ ଇବୋଲା ସଂକ୍ରମଣରେ ୮୦ ମୃତ ;  ରକ୍ତ, ବାନ୍ତି, ଲାଳ  ଦ୍ବାରା ବ୍ୟାପୁଛି ଭୂତାଣୁ

Emotional scene in Puri as parents pray

Leave a comment

Your email address will not be published. Required fields are marked *