#International

ସିଂହ ସହ ଫଟୋସୁଟ୍ କରିବା ପଡିଲା ମହଙ୍ଗା, ଦେଖନ୍ତୁ ଏହି ଭୟଙ୍କ ଭିଡିଓ

The man was taking pictures with the lion! Suddenly the beast grabbed his neck again/ ସିଂହ ସହ ଫଟୋସୁଟ୍ କରିବା ପଡିଲା ମହଙ୍ଗା । ଜଣେ ବ୍ୟକ୍ତି ତାଙ୍କ ପାଳିତ ସିଂହ ସହିତ ଏକ ଫଟୋସୁଟ୍ କରିବା ସହ ଭିଡିଓ ବନାଉଥିଲେ । ହେଲେ ସିଂହଟି ହଠାତ୍ ଆକ୍ରମଣ କରି ଦେଇଥିଲା । ଭାଇରାଲ ହେଉଥିବା ଏହି ଭିଡିଓରେ ସିଂହର ଆକ୍ରମଣର ଝଲକ ଦେଖିବା ପାଇଁ ମିଳୁଛି ।

ସିଂହ ସହ ଫଟୋସୁଟ୍ କରିବା ପଡିଲା ମହଙ୍ଗା, ଦେଖନ୍ତୁ ଏହି ଭୟଙ୍କ ଭିଡିଓ

How This Woman Transformed Her Rooftop Into

Leave a comment

Your email address will not be published. Required fields are marked *