ଗୋଟିଏ ଥରରେ ଭରିଗଲା ଜାଲ , ଖୁସିରେ ଝୁମିଲେ ମତ୍ସ୍ୟଜୀବୀ

କନକ ବ୍ୟୁରୋ : ପୁରୀ ଜିଲ୍ଲା ଅସ୍ତରଙ୍ଗ ମାଛଧରା ବନ୍ଦରରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଛି କୁଇଣ୍ଟାଲ କୁଇଣ୍ଟାଲ କୋକଲି ମାଛ । ଧୀବର ମାନେ ଅସ୍ତରଙ୍ଗ ସମୁଦ୍ର ମୁହାଣ ନିକଟରେ ଜାଲ ପକାଇଥିବା ସମୟରେ ପୁଳା ପୁଳା କୋକଲି ମାଛ ଜାଲରେ ଲାଗିଥିଲା । ଏହି ମାଛ ଲାଗିବା ପରେ ମତ୍ସ୍ୟଜୀବୀ ମାନେ ନଦୀରୁ ଜାଲ ଉଠାଇଥିଲେ ।
ଅଧିକ ପଢ଼ନ୍ତୁ : ଜଗନ୍ନାଥ ମନ୍ଦିର ପରିସରରେ ଶହୀଦ ସ୍ମୃତି ମନ୍ଦିର ଉଦ୍ଘାଟନ , ପଦ୍ମଶ୍ରୀ ବାବା ବଳିଆଙ୍କ ଉଦ୍ୟମରେ ସଫଳ ହେଲା ଭବ୍ୟ ପ୍ରତିଷ୍ଠା ଉତ୍ସବ
ଜାଲରେ କୁଇଣ୍ଟାଲ କୁଇଣ୍ଟାଲ କୋକଲିମାଛ ପଡିଥିବା ଦେଖିବାକୁ ମିଳିଥିଲା । ଗୋଟିଏ ଥରରେ ଏତେଗୁଡ଼ିଏ ମାଛକୁ ଦେଖିବା ପରେ ମତ୍ସ୍ୟଜୀବୀ ମାନେ ଖୁସି ହୋଇଥିଲେ ।
English 














































































































































































































































































































