ଭୟଙ୍କର ସଡ଼କ ଦୁର୍ଘଟଣା , ବାଇକ ଚାଳକଙ୍କ ମୃତ୍ୟୁ

କନକ ବ୍ୟୁରୋ : କୋରାପୁଟ-ରାୟଗଡ଼ା ସୀମାନ୍ତ ଅଞ୍ଚଳ କୁଟୁଳି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ । ଅଟୋ ଓ ବାଇକ ମଧ୍ୟରେ ଧକ୍କା ହେବାରୁ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି । ଉତ୍ୟକ୍ତ ଗ୍ରାମବାସୀ ରାସ୍ତା ରୋକ କରିଛନ୍ତି । ଜାତୀୟ ରାଜପଥ ୩୨୬କୁ ରାତି ତମାମ ଅବରୋଧ କରିଥିଲେ ।
ଅଧିକ ପଢ଼ନ୍ତୁ : ମହାରାଷ୍ଟ୍ରର ବାରାମତିରେ ଆଉ ଏକ ବିମାନ ଦୁର୍ଘଟଣାଗ୍ରସ୍ତ : ପାଇଲଟ୍ କଲେ ହାର୍ଡ ଲ୍ୟାଣ୍ଡିଂ
ଫଳରେ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି । ଯାତ୍ରୀ ବାହି ବସ ଫସିରହିଛି । ଉଭୟ ପାଖରେ ଅଟକିଛି ଶତାଧିକ ଯାନବାହାନ । କୋରାପୁଟ ରାୟଗଡ଼ା ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ ।
English 
























































































































































































































































































































