#Local

ରାଜ୍ୟରେ ବଢ଼ିବ ତାତି, ୪୫ ଡିଗ୍ରି ଛୁଇଁପାରେ ପାରଦ

କନକ ବ୍ୟୁରୋ : ବର୍ତ୍ତମାନ ରାଜ୍ୟ ମଧ୍ୟକୁ ବାୟୁମଣ୍ଡଳର ମଧ୍ୟ ଭାଗରୁ ଉତ୍ତର ଦିଗରୁ ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ଜଳୀୟବାଷ୍ପର ମାତ୍ରା କମିବା ସହ କାଳବୈଶାଖୀ ପ୍ରଭାବ କମ ରହୁଛି । ଫଳ ସ୍ୱରୂପ ତାପମାତ୍ରାରେ ଵୃଦ୍ଧି ସହ ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ତାପମାତ୍ରା ୪୦ଡ଼ିଗ୍ରି ଛୁଇଁଛି କିନ୍ତୁ ୨୦ ତାରିଖରୁ ଦେଶର ମଧ୍ୟଭାଗରେ ଏକ ଗୁରୁଚାପ ବଳୟ ସକ୍ରିୟ ହେବାର ସମ୍ଭାବନା ରହିଛି ।

ଅଧିକ ପଢ଼ନ୍ତୁ : ଉତ୍ତରପ୍ରଦେଶରେ କାଳବୈଶାଖୀ ତାଣ୍ଡବ : ୬୦ ଜଣଙ୍କ ମୃତ୍ୟୁ, ବ୍ୟାପକ କ୍ଷୟକ୍ଷତି

ପ୍ରଭାବରେ, ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହ ଵୃଦ୍ଧି ସହ ତାପମାତ୍ରା ଵୃଦ୍ଧି ପ୍ରକ୍ରିୟା ଆହୁରି ପ୍ରଶମିତ ହେବାର ସମ୍ଭାବନା ରହିଛି । ଫଳରେ ପଶ୍ଚିମ ଓଡ଼ିଶାରେ ୨୧-୨୨ ତାରିଖ ବେଳକୁ କେତକ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରି ସେଲସିୟସ ଛୁଇଁବା ସମ୍ଭାବନା ରହିଛି । 

ରାଜ୍ୟରେ ବଢ଼ିବ ତାତି, ୪୫ ଡିଗ୍ରି ଛୁଇଁପାରେ ପାରଦ

UDF storms back to power in Keralam:

ରାଜ୍ୟରେ ବଢ଼ିବ ତାତି, ୪୫ ଡିଗ୍ରି ଛୁଇଁପାରେ ପାରଦ

Jacobite Church Bishops Meet V. D. Satheesan

Leave a comment

Your email address will not be published. Required fields are marked *