#Local

ବାଲି ମାଫିଆଙ୍କ ଘରେ ପୁଲିସର ରେଡ୍ , କେନ୍ଦୁଝର ପୁଲିସର ସ୍ୱତନ୍ତ୍ର ସ୍କ୍ବାର୍ଡ ପକ୍ଷରୁ ବଡ଼ ଧରଣର ଚଢ଼ାଉ

କନକ ବ୍ୟୁରୋ : ବାଲି ମାଫିଆଙ୍କ ଘରେ ପୁଲିସର ରେଡ୍ । କେନ୍ଦୁଝର ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ସ୍ଥାନରେ କେନ୍ଦୁଝର ପୁଲିସର ସ୍ୱତନ୍ତ୍ର ସ୍କ୍ବାର୍ଡ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି । କେନ୍ଦୁଝର ଏସପିଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉ ହୋଇଛି ।

ଅଧିକ ପଢ଼ନ୍ତୁ : ଟୁରିଷ୍ଟ ବସ୍‌ରେ ଗଞ୍ଜେଇ ଚୋରାଚାଲାଣ, ୨ ଆନ୍ତଃରାଜ୍ୟ ମାଫିଆ ଗିରଫ

ଆନନ୍ଦପୁର, ଘସିପୁରା, ନନ୍ଦିପଦା ଥାନା ଅଂଚଳରେ ସାତଟି ସ୍ଥାନରେ ଚଢ଼ାଉ କରାଯାଉଥିବା ସୂଚନା ମିଳିଛି । ରବିବାର ବିଳମ୍ବିତ ରାତିରୁ  ଆନନ୍ଦପୁର, ତରତରା, ହାଟଡିହି, ଧକୋଠା, ବିରଗୋବିନ୍ଦପୁର, ଶାଳଣିଆଁ, ବଂଚୋ, ଜମ୍ଭରା ଆଦି ୮ଟି ସ୍ଥାନରେ ବାଲି ମାଫିଆ ଓ ବାଲି ବେପାରରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରେ ପୁଲିସ ରେଡ କରିଛି ।

ବାଲି ମାଫିଆଙ୍କ ଘରେ ପୁଲିସର ରେଡ୍ ,  କେନ୍ଦୁଝର ପୁଲିସର ସ୍ୱତନ୍ତ୍ର ସ୍କ୍ବାର୍ଡ ପକ୍ଷରୁ ବଡ଼ ଧରଣର ଚଢ଼ାଉ

Major crackdown on sand mafia in Keonjhar;

Leave a comment

Your email address will not be published. Required fields are marked *