#Local

ସୁନ୍ଦରଗଡ଼ରେ କୋଇଲା ବ୍ୟବସାୟୀଙ୍କ ଘର ଉପରକୁ ଗୁଳିମାଡ଼ , ପୁଲିସ ତଦନ୍ତ ଆରମ୍ଭ

କନକ ବ୍ୟୁରୋ : ବିଶିଷ୍ଟ କୋଇଲା ବ୍ୟବସାୟୀଙ୍କ ଘର ଉପରକୁ ଗୁଳିମାଡ଼ । ସୁନ୍ଦରଗଡ଼ରେ କୋଇଲା ବ୍ୟବସାୟୀ ସଞ୍ଜୟ ନନ୍ଦଙ୍କ ଘର ଉପରକୁ ଗୁଳିମାଡ଼ । ଅଳ୍ପକେ ବର୍ତ୍ତିଛନ୍ତି ସୁରକ୍ଷାକର୍ମୀ । ଖଣିରେ ବେଆଇନ ଏଣ୍ଟ୍ରିକୁ ନେଇ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି । 

ଅଧିକ ପଢ଼ନ୍ତୁ : ହର୍ମୁଜରେ ଇରାନ ଜାହାଜ ଉପରେ ଆମେରିକା ସେନାର ଗୁଳିମାଡ଼ , ‘ଟୌସ୍କା’କୁ ଜବତ କଲା ଆମେରିକୀୟ ନୌସେନା

ପ୍ରଥମେ କାରରେ ଆସି ଝଗଡ଼ା କଲେ ଓ ପୁଣି ବାଇକରେ ଆସି ଗୁଳି ଫୁଟାଇ ଫେରାର ମାରିଲା ଯୁବକ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଖୋକା ଜବତ କରି ତଦନ୍ତ ଆରମ୍ଭ କରିଛି ।

ସୁନ୍ଦରଗଡ଼ରେ କୋଇଲା ବ୍ୟବସାୟୀଙ୍କ ଘର ଉପରକୁ ଗୁଳିମାଡ଼ , ପୁଲିସ ତଦନ୍ତ ଆରମ୍ଭ

‘Conversion suspicion’ in Odisha: 19 minors among

ସୁନ୍ଦରଗଡ଼ରେ କୋଇଲା ବ୍ୟବସାୟୀଙ୍କ ଘର ଉପରକୁ ଗୁଳିମାଡ଼ , ପୁଲିସ ତଦନ୍ତ ଆରମ୍ଭ

Fire destroys tyre workshop in Bhubaneswar, assets

Leave a comment

Your email address will not be published. Required fields are marked *