#Local

ବନ୍ଦ ହେବନି ଯାତ୍ରୀ ପରିବହନ ଓ ଟ୍ରକ ଚଳାଚଳ, ସୂଚନା ଦେଲେ ଆଇଓସିଏଲ୍‌ କର୍ତ୍ତୃପକ୍ଷ

କନକ ବ୍ୟୁରୋ:ସରିଲା ପରିବହନ ଆୟୁକ୍ତଙ୍କ ବୈଠକ । ବନ୍ଦ ହେବନାହିଁ ଯାତ୍ରୀ ପରିବହନ ଏବଂ ଟ୍ରକ ଚଳାଚଳ। ସୂଚନା ଦେଇଛନ୍ତି ଆଇଓସିଏଲ୍‌ କର୍ତ୍ତୃପକ୍ଷ। ଆବଶ୍ୟକ ସ୍ଥଳରେ ବିକଳ୍ପ ବ୍ୟବସ୍ଥା କରାଯିବ। ବସ ଏବଂ ଟ୍ରକ ପାଇଁ ସ୍ୱତନ୍ତ୍ର ପମ୍ପ ରିଜର୍ଭ ରହିବ। ରାଜ୍ୟରେ ପର୍ଯ୍ୟାପ୍ତ ତୈଳ ମହଜୁଦ ଅଛି। ସବୁ ଜିଲ୍ଲାରେ ୨ଟି ପମ୍ପ ବସ ପାଇଁ ରିଜର୍ଭ ରଖିବାକୁ ଦାବି କରିଛି ଘରୋଇ ବସ ମାଲିକ ସଂଘ। ସରକାର ସଂଘର ପ୍ରସ୍ତାବ ଉପରେ ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି। ରାତ୍ରୀକାଳୀନ ବସ ପାଇଁ ତେଲ ମିଳିବାର ପ୍ରତିଶ୍ରୁତି ମିଳିଛି। ବୈଠକ ପରେ ଟ୍ରକ ମାଲିକ ମହାସଂଘର ପ୍ରତିକ୍ରିୟା ରଖି କହିଛି ପରିବହନ ଆୟୁକ୍ତ ୪୮ ଘଣ୍ଟାର ମହଲତ ମାଗିଛନ୍ତି। 

ଆହୁରି ପଢ଼ନ୍ତୁ:ବିଶ୍ୱ ତୈଳ ସଙ୍କଟ ମଧ୍ୟରେ ମୋଦୀଙ୍କ ପାଞ୍ଚ ଦେଶ ଗସ୍ତ , ତୈଳ ଦରରୁ ଆଶ୍ୱସ୍ତି ପାଇଁ ବଡ଼ ଆଶା

ବନ୍ଦ ହେବନି ଯାତ୍ରୀ ପରିବହନ ଓ ଟ୍ରକ ଚଳାଚଳ, ସୂଚନା ଦେଲେ ଆଇଓସିଏଲ୍‌ କର୍ତ୍ତୃପକ୍ଷ

Bhubaneswar emerges as hottest city in Odisha

ବନ୍ଦ ହେବନି ଯାତ୍ରୀ ପରିବହନ ଓ ଟ୍ରକ ଚଳାଚଳ, ସୂଚନା ଦେଲେ ଆଇଓସିଏଲ୍‌ କର୍ତ୍ତୃପକ୍ଷ

Hearts ready to ‘rip up script’ in

Leave a comment

Your email address will not be published. Required fields are marked *