#Local

ଆମ୍ବୁଲାନ୍ସରୁ ତେଲ ସରିଗଲା, ଚାଲିଗଲା ରୋଗୀ ଜୀବନ

କନକ ବ୍ୟୁରୋ: ଆମ୍ବୁଲାନ୍ସରୁ ତେଲ ସରିଗଲା ମରିଗଲା ରୋଗୀ । ତେଲ ଶଙ୍କଟ ଭିତରେ ଏଭଳି ଦୁଖଃଦ ଖବର ଅସିଛି କଟକରୁ ।

ଅଧିକ ପଢନ୍ତୁ:  ଦେଶବ୍ୟାପୀ ଲିଟର ପିଛା ୩ ଟଙ୍କା ଲେଖାଏଁ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

 କେନ୍ଦ୍ରାପଡାର ରୋଗୀ ଏସସିବିରୁ ଘରୋଇ ହସ୍ପିଟାଲ ଯାଉଥିଲେ ।  ଅଧବାଟରେ ଆମ୍ବୁଲାନ୍ସୁରୁ ତେଲ ସରିଯାଇଥିବା ଅଭିଯୋଗ । କଟକ କାଠଯୋଡି ଉପରେ ଏପରି ଅଘଟଣ ଘଟିଛି ।  
 

ଆମ୍ବୁଲାନ୍ସରୁ ତେଲ ସରିଗଲା, ଚାଲିଗଲା ରୋଗୀ ଜୀବନ

Gen-Z’s Viral Silent Walk Trend Is Taking

ଆମ୍ବୁଲାନ୍ସରୁ ତେଲ ସରିଗଲା, ଚାଲିଗଲା ରୋଗୀ ଜୀବନ

Sudden Govt Raids Hit Petrol Pumps! Big

Leave a comment

Your email address will not be published. Required fields are marked *